Home Unlabelled ସ୍କୁଲରେ ଭୟାବହ ଅଗ୍ନିକାଣ୍ଡ, ୧୭ ଛାତ୍ରଛାତ୍ରୀ ମୃତ
ସ୍କୁଲରେ ଭୟାବହ ଅଗ୍ନିକାଣ୍ଡ, ୧୭ ଛାତ୍ରଛାତ୍ରୀ ମୃତ
By Trending News Super 18 • February 07, 2025 • • Comments : 0
ନାଇଜେରିଆର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା ଏକ ବିଦ୍ୟାଳୟରେ ଆଜି ଅଗ୍ନିକାଣ୍ଡ ଘଟି ପ୍ରାୟ ୧୭ ଜଣ ଛାତ୍ରଛାତ୍ରୀଙ୍କ ପ୍ରାଣହାନୀ ଘଟିଛି । ଦେଶର ଜରୁରୀକାଳୀନ ସଂସ୍ଥା ପକ୍ଷରୁ କୁହାଯାଇଛି, ଜମ୍ଫରା ରାଜ୍ୟର କୌରା ନବୋଡ଼ା ଜିଲ୍ଲାର ଏହି ବିଦ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ସ୍କୁଲ୍ ପରିସରରେ ପ୍ରାୟ ୧୦୦ ଜଣ ପିଲା ଥିଲେ
ନାଇଜେରିଆ ରାଷ୍ଟ୍ରପତି ବୋଲା ଟିନୁବୁ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପିଲାମାନଙ୍କ ପ୍ରତି ଗଭୀର ଗ ଦୁଃ ଦୁଃଖ ପ୍ରକାଶ କରିବା ସହ ବିଦ୍ୟାଳୟରେ ପିଲାମାନଙ୍କର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି
Subscribe to:
Post Comments
(
Atom
)
Post a Comment