ଦିଲ୍ଲୀ ଏକଜିଟ୍ ପୋଲ୍ ୨୦୨୫ ଫଳାଫଳ ଲାଇଭ୍ ଅପଡେଟ୍ : ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଏକଜିଟ୍ ପୋଲର ଆସିଛି । ଫେବୃଆରୀ ୮ ରେ ଦିଲ୍ଲୀ ନିର୍ବାଚନର ଫଳାଫଳ ଆସିବ
ଯଦି ଆମେ ଗତ ତିନୋଟି ନିର୍ବାଚନକୁ ଦେଖିବା, ତେବେ ଏକଜିଟ୍ ପୋଲ୍ ଆମ୍ ଆଦମୀ ପାର୍ଟି (ଆପ୍) ର ପ୍ରକୃତ ଶକ୍ତି ସଠିକ୍ ଭାବରେ ଆକଳନ କରିବାରେ ବିଫଳ ହୋଇଥିଲା। ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳର ଲାଇଭ ଅପଡେଟ୍ ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହିତ ଯୋଡ଼ି ହୋଇ ରୁହନ୍ତୁ
Post a Comment